
WhatsAppର ନୂଆ ପଲିସି କଣ? ନ ମାନିଲେ ବନ୍ଦ ହୋଇଯିବ ଆକାଉଣ୍ଟ, ଜାଣି ରଖନ୍ତୁ ଏହିସବୁ ଜରୁରୀ କଥା
ଇନଷ୍ଟାଣ୍ଟ ମେସେଜିଂ WhatsApp ଏହାର ଉପଭୋକ୍ତାମାନଙ୍କ ପାଇଁ 8 ଜାନୁଆରୀରୁ ଏକ ନୂତନ ପ୍ରାଇଭେସି ପଲିସି ନୀତି ଆଣିଛି। ଏହି ନୂତନ ନୀତିରେ, ନୂତନତମ ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଦିଆଯାଇଛି, ଯାହାକୁ ଆକସେପ୍ଟ ନ କଲେ ଆପଣଙ୍କ ଆକାଉଣ୍ଟ ଡିଲିଟ୍ ହୋଇଯିବ। …
Read More