ଭୁବନେଶ୍ୱରରେ ଚଢାଉ ବେଳେ ଭାରତୀୟ ନିର୍ମିତ ବିଦେଶୀ ମଦ ଜବତ କଲା ପୋଲିସ।

ଭୁବନେଶ୍ୱରରେ ଚଢାଉ ବେଳେ ପୋଲିସ ଆଜି ଭାରତୀୟ ନିର୍ମିତ ବିଦେଶୀ ମଦ ଜବତ କରିଛି ଏବଂ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଭୁବନେଶ୍ୱରର ବାସୁଦେବ ଦାଶ (38) ଏବଂ ଜଗତ୍ସିଂହପୁର ଜିଲ୍ଲାର ରଘୁନାଥପୁର ଅଞ୍ଚଳର ଦେବଶିଷ ମହାନ୍ତି …

Read More

ଅନ୍‌ଲାଇନ୍‌‌ ବ୍ୟବସାୟ ଆରମ୍ଭ କଲେ ଦେହଜୀବୀ

କରୋନା ବେପାରକୁ ମାନ୍ଦା କରିବା ପରେ ଦେହଜୀବୀମାନେ ନିଜ ପେଟ ପୋଷିବା ପାଇଁ  ଅନ୍‌ଲାଇନ୍‌ରେ ବେପାର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ବୋଲି ଏକ ଖବର ନିକଟରେ ପ୍ରକାଶ ପାଇଥିଲା। ଏବେ ବେଙ୍ଗାଲୁର ପରି ବିକାଶଶୀଳ ସହରରେ ଅନ୍‌ଲାଇନ୍‌ ଦେହ ବ୍ୟବସାୟ …

Read More

ଦକ୍ଷିଣ-ପଶ୍ଚିମ ଆରବ ସାଗର ଉପରେ ଘୂର୍ଣ୍ଣିଝଡ଼ ସୃଷ୍ଟି ଆଶଙ୍କା: ମେ’ ୩୧ ବେଳକୁ ବାତ୍ୟାର ରୂପ ନେଇପାରେ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଆରବ ସାଗର ଉପରେ ମେ’ ୩୧ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହା ପରେ ବାତ୍ୟାର ରୂପ ନେଇପାରେ। କିନ୍ତୁ ଏହାଯୋଗୁଁ ମୁମ୍ବାଇବାସୀଙ୍କୁ ଗରମରୁ …

Read More

ଅଗ୍ନିକାଣ୍ଡ ଦୁର୍ଘଟଣାରେ ଉଦ୍ଧାର କରୁଥିବାବେଳେ ବିଜେଡି ନେତାଙ୍କ ମୃତ୍ୟୁ; ସମସ୍ତ ୩ ମୃତ।

ଏକ ଦୁର୍ଭାଗ୍ୟଜନକ ଘଟଣାରେ ଆଜି ଏଠାରେ ଗୋଶାନୀ ନୁଆଗାଓଁର ପାନିଗ୍ରାହି ସାହିରେ ଚୌଧୁରୀଙ୍କ ଘରେ ଅଗ୍ନିକାଣ୍ଡ ଘଟି ବିଜେଡି ନେତା ତଥା ବରହମପୁର ସମବାୟ ସମିତି ସଭାପତି ଆଲେଖା ଚୌଧୁରୀ(୬୯) ଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ମୃତ …

Read More

ଅଗ୍ନି କାଣ୍ଡ ରେ ବିଜେଡ଼ି ନେତା ଙ୍କ ଦେହାନ୍ତ

ଏକ ଦୁର୍ଭାଗ୍ୟଜନକ ଘଟଣାରେ ଆଜି ଏଠାରେ ଗୋଶାନୀ ନୁଆଗାଓଁର ପାନିଗ୍ରାହି ସାହିରେ ଚୌଧୁରୀଙ୍କ ଘରେ ଅଗ୍ନିକାଣ୍ଡ ଘଟି ବିଜେଡି ନେତା ତଥା ବରହମପୁର ସମବାୟ ସମିତି ସଭାପତି ଆଲେଖା ଚୌଧୁରୀ(୬୯) ଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ମୃତ …

Read More

ମାନସିକ ଶାନ୍ତି ପାଇଁ ଜରୁରୀ ସୂର୍ଯ୍ୟକିରଣ, ଜାଣନ୍ତୁ ଏହାର ଉପକାରିତା।

ସକାଳୁ ଉଠି ସୂର୍ଯ୍ୟୋଦୟ ଦେଖିବା ଏକ ଭଲ ଅଭ୍ୟାସ ବୋଲି ଛୋଟ ବେଳୁ ଶିଖାଯାଏ। ହେଲେ ବଢ଼ୁଥିବା ବୟସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ସେହି ଅଭ୍ୟାସ ଆଉ ରହେନାହିଁ। ତେବେ ଆମେ ଜାଣିଛନ୍ତି ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍-ଡି ଶରୀର ପାଇଁ …

Read More

ଗରୁଡ ପୁରାଣ ରେ ଲିଖିତ ପାପ ଯାହା ଆପଣଙ୍କୁ ସିଧା ନର୍କ ଆଡକୁ ନେଇଯାଏ!

୧.ପାପ ତୁମକୁ ନର୍କକୁ ଟାଣେ | ହିନ୍ଦୁ ଧର୍ମ ଏକ ପୁରାତନ ଧର୍ମ ବୋଲି ବିଶ୍ବାସ କରାଯାଏ ଏବଂ ଏହାକୁ ଅନନ୍ତ ମାର୍ଗ ଭାବରେ ସନାତନ ଧର୍ମ କୁହାଯାଏ। କୁହାଯାଏ ଯେ ଭଗବାନ ବ୍ରହ୍ମାଙ୍କୁ ଜୀବନର ଧାରଣା ଦାୟିତ୍ୱ ଦିଆଯାଇଥିଲା; ଜୀବନ …

Read More

ଦେଶରେ ବେକାବୁ କରୋନା, ୨୪ ଘଣ୍ଟାରେ ସର୍ବାଧିକ ୭ହଜାର ୪୬୬ ନୂଆ ପଜିଟିଭ।

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ଗତ ୨୪ ଘଣ୍ଟାରେ ସର୍ବାଧିକ ୭ହଜାର ୪୬୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୭ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ …

Read More

ଆପଣ ଜାଣିଛନ୍ତି ନାଁ ନାହିଁ!,ଫ୍ରିଜରେ ଏହି ସବୁ ଜିନିଷ ରଖିବା କଥା ନୁହେଁ?

ମାର୍କେଟରୁ ପରିବା କିଣିବା ପରେ କିଛି ଲୋକ ଏହାକୁ ତୁରନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତି। ହେଲେ କିଛି ପରିବା ଫ୍ରିଜ୍‌ରେ ରଖିବାର ଦୁଇ ଦିନ ପରେ ନଷ୍ଟ ହୋଇଯାଇଥାଏ।  ଜାଣି ରଖନ୍ତୁ ଫ୍ରିଜ୍‌ରେ କେଉଁ ଜିନିଷ ରଖିବା ଅନୁଚିତ୍‌।ପ୍ରାୟ ଲୋକ ପିଆଜକୁ ଫ୍ରିଜ୍‌ରେ …

Read More

ଜୁନ୍ ୧ରୁ ୧୪ଦିନ ବଢ଼ିପାରେ ଲକ୍ଡ଼ାଉନ: ଖୋଲିପାରେ ଧାର୍ମିକ ପ୍ରତିଷ୍ଠାନ-ଜିମ୍-ମଲ୍

ନୂଆଦିଲ୍ଲୀ: ମାର୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ଲକ୍ଡ଼ାଉନ ଏବେ ୪ର୍ଥ ପର୍ଯ୍ୟାୟରେ । ଆସନ୍ତା ମେ ୩୧ରେ ଲକ୍ ଡ଼ାଉନ ୪ର୍ଥ ପର୍ଯ୍ୟାୟ ଶେଷ ହେବ । ଏହାପରେ ପୁଣି ଲକ୍ ଡ଼ାଉନ ଆରମ୍ଭ ହେବ କି ନାହିଁ ତାହା …

Read More