ପ୍ରକୃତି ମିଶ୍ର ଙ୍କ ପ୍ରାଇଭେଟ୍ ପାର୍ଟି ଭିଡିଓ ଭାଇରଲ ,ଦେଖନ୍ତୁ ଭିଡିଓ

ପୁଣି ଚର୍ଚା ରେ ଅଭିନେତ୍ରୀ ପ୍ରକୃତି ମିଶ୍ର I କିଛିଦିନ ତଳେ ମଦ ବିଜ୍ଞାପନ ଏବଂ ହୀରାକୁଦ ନିଷିଦ୍ଧ ଅଞ୍ଚଳ ରେ ଫୋଟୋ ଉଠାଇ ଚର୍ଚା ରେ ରହିଥିଲେ ପ୍ରକୃତି I ବିବାଦ ଏତେ ଜୋର ରେ ବଢିଥିଲା ଯେ ଶେଷରେ ପ୍ରକୃତି କହିଥିଲେ ଛୁଆ ଲୋକ ଭୁଲ ହେଇଯାଇଛି ମତେ କ୍ଷମା କରିଦିଅ I ଏବେ ପୁଣି ପ୍ରକୃତି ଚର୍ଚା କୁ ଆସିଛନ୍ତି I

ସୋସିଆଲ ମିଡିଆରେ ଭାଇରଲ ହେଉଛି ପ୍ରକୃତି ଙ୍କ ପ୍ରାଇଭେଟ ପାର୍ଟି ଭିଡିଓ I ଫେସ୍ବୁକ ରେ କଳ୍ପନା କୁମାରୀ ନାମ ରେ ଏକ ଆଇଡି ରେ ପ୍ରକୃତି ଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି I

ମନ୍ମଥ ମିଶ୍ର ଝିଅକୁ ବମ୍ବେ ପଠେଇଚି ଫିଲ୍ମି କରିବାକୁ, ଦେଖନ୍ତୁ ତା ଝିଅ ପ୍ରକୃତି ମିଶ୍ର କି ରାସ ଲୀଳା କରୁଚି ବମ୍ବେରେ।ବ୍ରାହ୍ମଣ ଜାତିର ଗୋଟେ ଗୋଟେ କଳଙ୍କ।

Posted by Kalpana Kumari on Monday, October 12, 2020

ଯେଉଁଥିରେ ଦେଖାଯାଇଛି କି ପ୍ରକୃତି ଙ୍କ ବ୍ୟକ୍ତିଗତ ପାର୍ଟି ର ଏକ ଭିଡିଓ କ୍ଲିପ I ଖୁବ ମଜା ମସ୍ତି ରୋମାନ୍ସ କରୁଛନ୍ତି ପ୍ରକୃତି I ବର୍ତମାନ ସୁଦ୍ଧା ଏହି ଭିଡିଓ କୁ 85ହଜାର ଲୋକ ଦେଖିସାରିଥିବା ବେଳେ 560 ଶେୟାର କରିସାରିଲେଣି I ଅନେକ ପ୍ରକୃତି ଙ୍କ ସପକ୍ଷରେ ମତାମତ ଦେଇଥିବା ବେଳେ ଆଉ କେତେକ କହିଛନ୍ତି କି ଓଡ଼ିଶାର ନା ପକେଇଲେ ପ୍ରକୃତି I

ତେବେ ପ୍ରକୃତି ଙ୍କ ପ୍ରାଇଭେଟ ଭିଡିଓ କେମିତି ପବ୍ଲିକ ହେଲା ତାହା ଏବେ ସମସ୍ତଙ୍କୁ ଚକିତ କରିଛି ଏନେଇ ପ୍ରକୃତି ମିଶ୍ରଙ୍କ ପ୍ରତିକ୍ରିୟା ବର୍ତମାନ ସୁଦ୍ଧା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *