ମାଟି ଖୋଳୁଥିଲେ ବାହାରିଲେ ମହାଦେବ ଆଉ ତାପରେ ଘଟିଲା ଏମିତି ଘଟଣା ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭାରତ ହେଉଛି 33କୋଟି ଠାକୁର ଙ୍କ ବାସସ୍ଥାନ I ଏଠି ସଜୀଵ ହେଉ କିମ୍ବା ନିର୍ଜୀବ ,ଭଗବାନ ସବୁଠାରେ ବିଦ୍ୟମାନ I ତେବେ ଅଧିକାଂଶ ସମୟରେ ଦେଖାଯାଇଛି କି ମାଟିତଳୁ ମଧ୍ୟ ଠାକୁର ଆବିର୍ଭାବ ହେଇଛନ୍ତି I ହୋଶଙ୍ଗାବାଦ ଜିଲ୍ଲାରେ ମାଟି ଖନନ ସମୟରେ ଭଗବାନ ଶିବଙ୍କର ଏକ ବିରାଟ ପ୍ରତିମୂର୍ତ୍ତି ମାଟି ତଳୁ ଉଦ୍ଧାର ହେଇଥିଲା I

ଘଟଣାସ୍ଥଳରେ ବହୁ ଲୋକ ଉପସ୍ଥିତ ଥିଲେ ସେମାନେ ତୁରନ୍ତ ଉଦ୍ଧାର ହେଇଥିବା ମୂର୍ତ୍ତି ସଫା କରି ଭଗବାନଙ୍କଠାରୁ ଆଶୀର୍ବାଦ ନେବା ଆରମ୍ଭ କଲେ। ଘଟଣା ପ୍ରତ୍ନତତ୍ତ୍ୱ ବିଭାଗ ଜାଣିବା ପରେ ସଂଗେ ସଙ୍ଗେ ସେଠାରେ ପହଁଚି ଥିଲା

Iଖବର ଅନୁଯାୟୀ ପୁରସମ୍ପଡାର ଗଡ଼ ସୋହଗପୁରରେ ନର୍ମଦା ଜଳ କାମ ଚାଲିଥିଲା I ଏହି ଖନନ ସମୟରେ ମାଟି ତଳୁ ଏକ ବିରଳ ଶିବ ମୂର୍ତ୍ତି ଦେଖିବାକୁ ମିଳିଥିଲା । ଏହି ପ୍ରତିମୂର୍ତ୍ତି ଟି ଏତେ ଓଜନ ଥିଲା ଯେ ତାକୁ ଲୋକମାନେ ବାହାର କରିବା ସମ୍ଭବ ହେଇନଥିଲା I ଶେଷରେ ଏକ ଜେସିବି ଲଗାଇ ମାଟି ତଳୁ ଉଦ୍ଧାର କରାଯାଇଛି I

ଏନେଇ ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଭନ୍ଦାନା ଜାଟ ସୂଚନା ଦେଇ କହିଥିଲେ କି ନର୍ମଦା ଜଳ ପାଇପଲାଇନ କାମ ଚାଲିଥିଲା ତେବେ ମାଟି ଭିତରୁ ଏଭଳି ବିଶାଳ ମୂର୍ତି ବାହାରିବା ସମସ୍ତଙ୍କୁ ଚକିତ କରିଛି I ଏହାର ପରୀକ୍ଷା ଚାଲିଛି ,ମୂର୍ତି କେବେର I

Leave a Reply

Your email address will not be published. Required fields are marked *