test 2

ଚନ୍ଦଲି: ସ୍ୱାମୀଙ୍କ ମୃତ୍ୟୁ ପରେ ବି ଲକଡାଉନ୍ ପାଇଁ ଆସିପାରିଲେନି ସମ୍ପର୍କୀୟ | ଯାହାଫଳରେ ନିଜେ ପତ୍ନୀ ହିଁ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଛନ୍ତି | ଉତ୍ତରପ୍ରଦେଶର ଚନ୍ଦଲି ଜିଲ୍ଲାରେ କିଛି ଏମିତି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଚୌକ …

Read More

ଭଦ୍ରକ: ଲକଡାଉନ ସମୟ

ଭଦ୍ରକ: ଲକଡାଉନ ସମୟ । ମା’ଙ୍କ ବୟସ ୯୫ ହେଲାଣି । ହଠାତ ମାଆଙ୍କ ଦେହ ଅସୁସ୍ଥ ହେଲା । ମେଡିକାଲ ଆଣିବା ପାଇଁ କୌଣସି ଗାଡ଼ି ମିଳିଲାନି । ନିଜେ ନିରକ୍ଷର ହୋଇଥିବାରୁ ଜରୁରୀକାଳୀନ ସହାୟତା କେନ୍ଦ୍ର କିମ୍ବା ଆମୁଲାନ୍ସ …

Read More